ପୁରା ଖବର ବିଷୟରେ



ଭୟାଭୟ ଅଗ୍ନୀ କାଣ୍ଡ

Jan 8 2022 10:10PM
(ବ୍ୟୁରୋ ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ୍) ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଟିଲୋ ତିରିକନା ଗ୍ରାମରେ ବାଇଧର ବେହେରା ଜଳିଗଲା ଚାରି ବଖରା ଘର l ସନ୍ଧ୍ୟା ସମୟରେ ଗୋରୁ ଗୁହାଳରେ ମଶା ମାନଙ୍କ ପାଇଁ ଧୂଆଁ ଦେଇଥିଲେ l ସେଇ ଧୂଆଁ ଧୀରେ ଧୀରେ କୁହୁଳି କୁହୁଳି ଜଳିବାରେ ଲାଗିଲା l ପରିବାର ର ଲୋକେ ନିଆଁ ଲାଗି ଘର ଜଳିଯିବାର ଦେଖି ଡାକ ପକାଇ ବାରୁ ଗ୍ରାମ ବାସି ଆସି ନିଆକୁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ କୁ ଆୟତ୍ତ କରିପାରି ନ ଥିଲେ l ପରେ ବନ୍ତ ଅଗ୍ନିଶମ ବିଭାଗ ଘଟଣା ସ୍ଥଳ ରେ ପହଂଚି ନିଆଁ କୁ ଆୟତ୍ତ କରିବାରେ ସଫଳ ହୋଇ ଥିଲେ। ହେଲେ ଘରର ସବୁ ସାମଗ୍ରୀ ଜଳି ପାଉଁଶ ହୋଇଯାଇଥିଲା l