ପୁରା ଖବର ବିଷୟରେ



ଭଦ୍ରକ ସୋୟଂସାସିତ ମହାବିଦ୍ୟାଳୟରେ ଦେଖା ଦେଇ ଛି ଛାତ୍ର ଅଶାନ୍ତ

Jan 8 2022 7:19PM
(ଭଦ୍ରକ ରୁ ଶିବାନୀ ମିଶ୍ର ଙ୍କ ରିପୋର୍ଟ) ଆଜୀ ଭଦ୍ରକ ସୋୟଂସାସିତ ମହାବିଦ୍ୟାଳୟରେ ଦେଖା ଦେଇ ଛି ଛାତ୍ର ଅଶାନ୍ତି। ଛାତ୍ର ଛାତ୍ରୀଙ୍କ ଅଭିଯୋଗ କଲେଜ ରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆଡମିଶନ ମିଳିନଥିବା ବେଳେ ଜାଲ ହେଣ୍ଡିକେପ୍ଟ ସାର୍ଟିଫିକେଟ ବଳରେ କଲେଜରେ ଏଡମିଶନ କରିଛନ୍ତି କିଛି ଛାତ୍ର । ଏହାକୁ ବିରୋଧ କରି କିଛି ଛାତ୍ର କଲେଜ ଗେଟ ରେ ତାଲାପକାଇବା ସହିତ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଉତେଜନା କୁ ଦେଖି କଲେଜ ପରିସରରେ ପୋଲିସ ମୁତୟନ କରାଯାଇଛି।