ପୁରା ଖବର ବିଷୟରେ



ବ୍ୟାଙ୍କ ଚୋରି

Nov 12 2019 12:47PM
ବ୍ୟାଙ୍କ ଚୋରିReport-srikanta Mohapatraବାସୁଦେବପୁର: ଉଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ବେତଡ଼ା ବଜାର ସ୍ଥିତ କାନାରା ବ୍ୟାଙ୍କ ବରଣ୍ଡୁଆ ଶାଖା ରେ ଚୋରି । ସୂଚନା ଅନୁସାରେ ଗତ ଦୁଇ ଦିନ ହେଲା ବ୍ୟାଙ୍କ ଛୁଟି ଥିଲା , ଆଜି ବ୍ୟାଙ୍କ ଖୋଲିଲା ପରେ ଶାଖା ଇନଚାର୍ଜ ଦେଖିବାକୁ ପାଇଲେ ଯେ ବ୍ୟାଙ୍କର ପଛ ପାଖ ଝରକା ଭାଙ୍ଗା ଯାଇଛି , ଶାଖା ଇନଚାର୍ଜ ତୁରନ୍ତ ବାସୁଦେବପୁର ପୋଲିସ କୁ ଜଣାଇଥିଲେ । ଘଟଣା ସ୍ଥଳରେ ତୁରନ୍ତ ବାସୁଦେବପୁର ପୋଲିସ ପହଁଚି ତଦନ୍ତ ଜାରି ରଖିଛି ।-