ପୁରା ଖବର ବିଷୟରେ



ଢେଙ୍କାନାଳ ମହାବିଦ୍ୟାଳୟ ରୁ ସ୍ୱୟଂଶାସିତ ମାନ୍ୟତା ଉଠିବ ନାହିଁ

Nov 6 2019 8:58AM
ଢେଙ୍କାନାଳ -_ ଢ଼େଙ୍କାନାଳ ମହାବିଦ୍ୟାଳୟ .ରୁ ସ୍ୱୟଂଶାସିତ ମାନ୍ୟତା ଉଠିବ ନାହିଁ.ମାନ୍ୟବର .ବିଧାୟକ ଶ୍ରୀଯୁକ୍ତ ସୁଧୀରି ସାମାଲ . ଉଚ୍ଚ ଶିକ୍ଷା ସଚ୍ଚିବଙ୍କ ସହିତ କଥା ହୋଇ ସମସ୍ୟା ର ସମାଧନା କଲେ. ଏହି ଆଲୋଚନାରେ ଢେଙ୍କାନାଳ ମହାବିଦ୍ୟାଳୟର ଛାତ୍ରମାନେ ଉପସ୍ଥିତ ଥିଲେ