ପୁରା ଖବର ବିଷୟରେ



ଭଦ୍ରକ ଐତିହାସିକ କାଳୀପୂଜାରେ ବିଭିନ୍ନ ମଣ୍ଡପ ବୁଲି ମାଁକଂ ଦର୍ଶନ କଲେ ଲକ୍ଷାଧିକ ଶ୍ରାଦ୍ଧାଳୁ ଓ ଯାତ୍ରୀ

Nov 6 2019 8:52AM
www.nutanaodisha.com ଭଦ୍ରକର ଐତିହାସିକ କାଳୀପୂଜାରେ ବିଭିନ୍ନ ମଣ୍ଡପ ବୁଲି ମାଁଙ୍କ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ଯାତ୍ରୀ, ଭଦ୍ରକ: ଓଡ଼ିଶା ପ୍ରସିଦ୍ଧ ଭଦ୍ରକ କାଳୀପୂଜା ଦୀର୍ଘ 10 ଦିନ ଧରି ଲାଗିରହିଥିଲା ପୂଜା ବଜ଼ାର ଭିଡ଼, ଭଦ୍ରକ ସହର ଚରମ୍ପା ଠାରେ ଥିବା 10ଟି ମେଢ ଏବଂ ମା ପଥକଳୀ ସର୍ବ ପୁରାତନ ପୀଠ ବହୁ ଯାକଯମ ରେ ସରିଲା ଉଜାପନୀ ଉତ୍ସବ, ସବୁଠୁ ନିଆଁରେ ଭାବେ ଏରେଇ କାଳୀ ମଣ୍ଡପ ତରୁଣ ଦର୍ଶକଙ୍କୁ ଆକର୍ଷିତ କରିବା ସହିତ ମା ଙ୍କ ମୂର୍ତ୍ତି ମଧ୍ୟ୍ୟ ଭକ୍ତଙ୍କ ମନ ଛୁଇଁ ଥିଲା ସେଇ ଭଳି ସ୍କୁଲ ରୋଡ କାଳୀପୂଜା କମିଟି 50ବର୍ଷ ପୃତ୍ତି ଅବସରେ ମେଢ ଓ ପାର୍ଶ ମୃତ୍ତି ସହିତ ସାଂସ୍କୃତିକ କାର୍ଯ୍ୟ କ୍ରମ ରଖାଯାଇଥିଲା, ଏହି ବର୍ଷ ତିନୋଟି ଅପେରା ସହିତ ପାଞ୍ଚଟି ରାମଦଳି ଓ ଡିସ୍କ ଡାନ୍ସ ଭଳି ଅନେକ ମନମଉଜ ଭଳି ପିଲାମାନଙ୍କ ମଜା ଉଠେଇବା ପାଇଁ ବ୍ୟବସ୍ତା କରାଯାଇଥିଲା, ଜିଲ୍ଲା ରାଜ୍ୟ ତଥା ରାଜ୍ୟ ବାହାରୁ ଵେବସାଇ ମାନେ ଛୁଟି ଆସିଥିଲେ ଭଦ୍ରକ କାଳୀ ପୂଜାକୁ, କମିଟି ଓ ପ୍ରଶାସନ ପକ୍ଷରୁ ବ୍ୟପାକ ବ୍ୟବସ୍ତା କରିଥିଲେ ମଧ୍ୟ୍ୟ ଯାତ୍ରୀଙ୍କ ଅଭିଯୋଗ ରାସ୍ତାଘାଟ ମରାମତି ସହିତ ଆଲୋକ ର ଆବଶ୍ୟକ ପଡୁଛି ବୋଲି ଯାତ୍ରୀ କହିଥିଲେ ସେଇ ଭଳି ଦୋକାନୀ ମାନଙ୍କ ବେପାର ସବୁ ବର୍ଷ ତୁ ଏ ବର୍ଷ ଅଧିକ ହୋଇଛି ବୋଲି ପ୍ରତିକ୍ରିୟା ମିଳିଥିଲା ଆସନ୍ତା କାଲି ଯାଏ ମେଳା ଲାଗି ରହିବା ସହିତ ଭଷାଣି ଉତ୍ସବ ମାଙ୍କ ମେଲାଣି ରହିବ, ଭଦ୍ରକ ପୋଲିସ ପକ୍ଷରୁ ମଧ୍ୟ୍ୟ କଢ଼ା ସୁରକ୍ଷା ଦିଆ ଯାଇଛି ଐତିହାସିକ ଭଦ୍ରକ କାଳୀପୂଜା କମିଟି ମାନଙ୍କୁ,