ପୁରା ଖବର ବିଷୟରେ



ଥମୁନି ହାତୀ ଉପଦ୍ରବ ୫ ଗ୍ରାମ ର ଲୋକେ ଆତଙ୍କିତ

Oct 31 2019 9:01PM
ଥମୁନି ହାତୀ ଉପଦ୍ରବ ୫ ଗ୍ରାମ ର ଲୋକ ଆତଙ୍କିତ ଦେବଗଡ ତିଲେଇଵଣି 31/10/2019 ଜିଲ୍ଲାରେ ଥମୁନି ହାତୀ ଉପଦ୍ରାବ ଦିନ କୁ ଦିନ ଜିଲ୍ଲା ରେ ଜଙ୍ଗଲ କ୍ଷୟ ଜଗୁ ଜଙ୍ଗଲଜାତ ଦ୍ରବ୍ୟ ଖାଇବାକୁ ନ ପାଇ ଗାଁ ମୁଂହା ହେଲେଣି ହାତୀ ବିଭିଣ ଗ୍ରାମରେ ହାତୀ ଉପଦ୍ରାବ ଜାରୀ ରହି ଥିବା ବେଳେ ଲୋକମାନେ ଆତଙ୍କିତ ଶୁଲିଆ , ସୁଗୁଡା ,ବଡ଼ଛାପଲ ,ସୁବନପାଲି ,ତିରିବ୍ ଗ୍ରାମ ରେ ପଶି ଵ୍ୟପକ ଫସଲ ନଷ୍ଟ କରି ଛନ୍ତି ଏବେ ଭି ଗ୍ରାମ ରେ ହାତୀ ଆତଙ୍କିତ ଥିବା ବେଳେ ଗ୍ରାମ ବାସି ମାନେ ଆତଙ୍କିତ ହୌପଡିଛନ୍ତି ଅନେଇ ବନ ବିଭାଗ ସୁଅଂତ୍ର ଦୃଷ୍ଟି ଦେବା ପାଈଁ ସାଧରନ ରେ ଦାବି ହଉ ଛି