ପୁରା ଖବର ବିଷୟରେ



ଅବସରର ଓ ବିଦାୟ କାଳୀନ ସଭା

Oct 31 2019 10:23AM
ଅବସର ଓ ବିଦାୟ କାଳୀନ ସଭା ଭଦ୍ରକ ଜିଲ୍ଲା ବାସୁଦେବପୁର 6ଗାଷ୍ଟୀ ସ୍ଵାସ୍ଥ୍ୟ କେନ୍ଦ୍ର ସଭାଗୃହ ପରିସରରେ ଅବସର ଗ୍ରହଣ କରିଥିବା ଓ ଅନ୍ୟତ୍ର ବଦଳି ହୋଇଥିବା ୬ ଜଣକର୍ମଚାରୀ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସଭାରେ ଗୋଷ୍ଠୀ ସ୍ଥାସ୍ୟ କେନ୍ଦ୍ର ର ମୁଖ୍ୟ ଅଧିକାରୀ ଡାକ୍ତର ସୁଶାନ୍ତ କୁମାର ସାମନ୍ତ , ଡାକ୍ତର ଉଜ ହରି ସାହୁ, ଡାକ୍ତର ଅମରେନ୍ଦ୍ର ଜେନା 'ସ୍ୱାସ୍ଥ ପରିଦର୍ଶ କା ଗୌରି ମଣି ବେହେରା ପ୍ରମୁଖ ଯୋଗ ଦେଇଥିଲେ | ସ୍ଵାସ୍ଥ୍ୟ କେନ୍ଦ୍ର ର ଫାର ମା ଶିଷ୍ଟ ରମାକାନ୍ତ ଦାସ ସଭା ପରିଚାଳନା କରିଥିଲେ। ଅବସର ନେଇଥିବା କର୍ମଚାରୀ ହେଲେ ପା ରାମେତି କାଲ କର୍ମଚାରୀ ମୁକ୍ତି କାନ୍ତ ଜେନା : ମହିଳା ସ୍ଵାସ୍ଥ୍ୟ କର୍ମୀ ବାସନ୍ତିଲତା ସେଠୀ, ଷ୍ଟାଫ ନର୍ସ ରୁକମଣି ସାମଲ, ସୂର୍ଣ୍ଣ ଲତା ମିଶ୍ର ଓ ବିଦାୟୀ କର୍ମଚାରୀ ବିପ୍ଲବ ପତି ଓ ପ୍ରମୋଦ କୁମାର ଭୁୟାଙ୍କୁ ସମର୍ଦ୍ଧିନା ଦିଆଯାଇଥିଲ। ଉକ୍ତ କାର୍ଯ୍ୟକ୍ରମରେ ସ୍ନାସ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ବାସୁଦେବପୁର ରୁ ଶୀକାନ୍ତ ମହାପାତ୍ରଙ୍କ ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ୍