ପୁରା ଖବର ବିଷୟରେ



ଗହଣା ସହ ମୁଖ୍ୟ ଅଭିଯୁକ୍ତ ଗିରଫ

Sep 9 2021 7:07AM
(ଗୁଣୁପୁର ରୁ ମନୋଜ ଦାସ କଂ ରିପୋର୍ଟ) ବାବୁଲି ନଗରରେ ଏହି କିଛି ଦିନ ପୂର୍ବରୁ ଚୋରି ହୋଇଥିବା ସୁନା ଗହଣା ସହିତ ମୁଖ୍ୟ ଅଭିଯୁକ୍ତ ଧରା ପଡିଛି ରାୟଗଡା ,ଗୁଣୁପୁର ଓ ବ୍ରହ୍ମପୁର ପୋଲିସ ସାଇଣ୍ଟିଫିକ ଟିମର ମିଳିତ ପ୍ରୟାସରେ ଅତିଶିଘ୍ର ଅଭିଯୁକ୍ତ ଧରା ପଡିଛି ଓ ଅନ୍ୟ ସଂମ୍ପୃକ୍ତ ମାନଙ୍କୁ ଯଥା ଶୀଘ୍ର ଧରା ଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।