ପୁରା ଖବର ବିଷୟରେ



ଯରୁରି ସୂଚନା

Sep 8 2021 12:21AM
ଏକ ବିଶେଷ ସୂଚନା ନୂତନ ଓଡ଼ିଶା ନ୍ୟୁଜ୍ ର ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଳକ ପ୍ରତିନିଧି ଭାବେ ଦାଇତ୍ବ ନେଇଥିବା ମଧୁସୂଦନ ହରିଜନ ନୂତନ ଓଡ଼ିଶା ନ୍ୟୁଜ ରୁ ନିଜ ଇଚ୍ଛାରେ ବାହାରି ଯାଇଅଛନ୍ତି ।ଏଣୁ ଶ୍ରୀଯୁକ୍ତ ହରିଜନ କୌଣସିପ୍ରକାର ଅପ୍ରିତୀକର କାର୍ଯ୍ୟରେ ଲିପ୍ତ ରହି ଆଇନ ର କାଠଗଡାକୁ ଟାଣିହୁଅନ୍ତି କିମ୍ବା କୌଣସିପ୍ରକାର ଅସୁବିଧାର ସମ୍ମୁଖୀନ ହୁଅନ୍ତି ସେଥିପାଇଁ ନୂତନ ଓଡ଼ିଶା ନ୍ୟୁଜ୍ କର୍ତ୍ତୃପକ୍ଷ ଦାଇରହିବେ ନାହିଁ ।