ପୁରା ଖବର ବିଷୟରେ



ଯରୁରି ସୂଚନା

Sep 6 2021 7:42PM
ଏକ ବିଶେଷ ସୂଚନା ନୂତନ ଓଡ଼ିଶା ନ୍ୟୁଜ୍ ର ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଳକ ପ୍ରତିନିଧି ଭାବେ ଦାଇତ୍ବ ନେଇଥିବା କୈଳାସ ପତି ଦଳେଇ (ମୁନା ଦଳେଇ) ଙ୍କୁ ନୂତନ ଓଡ଼ିଶା ନ୍ୟୁଜ ରୁ ନିଜକୁ ନିଜେ ବାହାରି ଯାଇଅଛନ୍ତି ।ଏଣୁ ଶ୍ରୀଯୁକ୍ତ ଦଳେଇ କୌଣସିପ୍ରକାର ଅପ୍ରିତୀକର କାର୍ଯ୍ୟରେ ଲିପ୍ତ ରହି ଆଇନ ର କାଠଗଡାକୁ ଟାଣାହୁଅନ୍ତି କିମ୍ବା କୌଣସିପ୍ରକାର ଅସୁବିଧାର ସମ୍ମୁଖୀନ ହୁଅନ୍ତି ସେଥିପାଇଁ ନୂତନ ଓଡ଼ିଶା ନ୍ୟୁଜ୍ କର୍ତ୍ତୃପକ୍ଷ ଦାଇରହିବେ ନାହିଁ ।