ପୁରା ଖବର ବିଷୟରେ



ଏକ ବିଶେଷ ସୂଚନା

Sep 6 2021 6:17PM
ଏକ ବିଶେଷ ସୂଚନା ନୂତନ ଓଡ଼ିଶା ନ୍ୟୁଜ୍ ର ବାଲେଶ୍ବର ଜିଲ୍ଲାର ଖଇରା ବ୍ଳକ ପ୍ରତିନିଧି ଭାବେ ଦାଇତ୍ବ ନେଇଥିବା ପୃଥୀରାଜ ଦାସ ଙ୍କୁ ନୂତନ ଓଡ଼ିଶା ନ୍ୟୁଜ ରୁ ବାହାର କରିଦିଆ ଯାଇଅଛି ।ଏଣୁ ଶ୍ରୀଯୁକ୍ତ ଦାସ କୌଣସିପ୍ରକାର ଅପ୍ରିତୀକର କାର୍ଯ୍ୟରେ ଲିପ୍ତ ରହି ଆଇନ ର କାଠଗଡାକୁ ଟାଣିହୁଅନ୍ତି କିମ୍ବା କୌଣସିପ୍ରକାର ଅସୁବିଧାର ସମ୍ମୁଖୀନ ହୁଅନ୍ତି ସେଥିପାଇଁ ନୂତନ ଓଡ଼ିଶା ନ୍ୟୁଜ୍ କର୍ତ୍ତୃପକ୍ଷ ଦାଇରହିବେ ନାହିଁ ।