ପୁରା ଖବର ବିଷୟରେ



www.nutanaodisha.com ରାୟଗଡା: ରାୟଗଡା ପୋଲିସ ର ଜୁଆ ଆଡ୍ଡା ଉପରେ ଚଢାଉ

Oct 29 2019 4:13PM
www.nutanaodisha.com ରାୟଗଡା: ରାୟଗଡା ପୋଲିସ ର ଜୁଆ ଆଡ୍ଡା ଉପରେ ଚଢାଉ ୧ଲକ୍ଷ ୩୫ ହଜାର ୧୦୦ ଟକାଂ ଜବତ , ୪ଟି ବାଇକ୍ ସହ ୮ଗୋଟି ମୋବାଇଲ ସେଟ ଜବତ, ସ୍ଥାନୀୟ ହୋଟେଲ୍ ତେଜସ୍ଵୀ ରେ ଚାଲୁଥିଲେ ଜୁଆ ଖେଳ । ସମସ୍ତ ଅଭିଯୁକ୍ତ କୁଂ ଗିରଫ କରି କୋର୍ଟଚାଲାଣ ।ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ରାୟଗଡା ଏସ୍ ଡି ପି ଓ ।