ପୁରା ଖବର ବିଷୟରେ



ମଧ୍ୟାହ୍ନ ଭୋଜନ ଖାଇ ଛାତ୍ର ଛାତ୍ରୀ ଅସୁସ୍ଥ

Oct 26 2019 9:40PM
ଭଦ୍ରକ ଜିଲ୍ଲାର କେଦାରପୁର ପ୍ରାଥମିକ ବିଦ୍ୟାଳୟ ରେ ଆଜି ମଧ୍ୟାହ୍ନ ଭୋଜନ ଖାଇ ପ୍ରାୟ ସତୁରି ରୁ ଅଧିକ ପିଲା ଅସୁସ୍ଥ ହୋଇପଡ଼ିଥିଲା ବେଳେ ସମସ୍ତଙ୍କୁ ଭଦ୍ରକ ବଡ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା Iସେଠାରେ ସମସ୍ତ ପିଲା ଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିଲା l ସେଥିମଧ୍ୟରରୁ ପନ୍ଦର ଜଣ ପିଲାଙ୍କ ପାଖରେ ବିଷାକ୍ତ ନମୁନା ମିଳିଲା ପରେ, ସେମାନଙ୍କୁ ଚିକିଷ୍ୟାଧିନ ରଖି ଅନ୍ୟ ପିଲାମାନଙ୍କୁ ଘରକୁ ପଠେଇ ଦିଆଯାଇଛି l ସ୍ଥିତି ଅନୁଧ୍ୟାନ କରିବାକୁ ସ୍ଥାନୀୟ ବିଧାୟକ, ସରପଞ୍ଚ, ଅନ୍ୟ ମୁଖ୍ୟ ବ୍ୟକ୍ତି ମାନେ ସେଠାରେ ପଂହଁଚିଥିଲେ ମଧ୍ୟ ପ୍ରକୃତ ସତ୍ୟ ଏପର୍ଯ୍ୟନ୍ତ ଜଣାପଡିନାହିଁ l