ପୁରା ଖବର ବିଷୟରେ



ନାଳରେ ମୃତ ଦେହ-ଠାବ

Oct 25 2019 8:09PM
Slug-ନାଳରେ ମୃତ ଦେହ-ଠାବ Date-25.10.2019 ଭଦ୍ରକ ଜିଲ୍ଲା ଚରମ୍ପା ୧୬ ନମ୍ବର ଜାତୀୟ ରାଜପଥ ଅଗ୍ନିଶମ ବିଭାଗ ନିକଟସ୍ଥ ଏକ ଡ୍ରେନ ରୁ ଜଣେ ଅଜଣାବ୍ଯକ୍ତିର ଶବଭାସୁଥିବାର ସ୍ଥାନୀୟ ଲୋକେ ସକାଳୁ ଦେଖିସ୍ଥାନୀୟ ଗ୍ରାମାଞ୍ଚଳ ଥାନାକୁ ଖବର ଦେଇଥିଲେ, ଗ୍ରାମାଞ୍ଚଳ ଥାନା ଉକ୍ତ ସ୍ଥାନରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଉକ୍ତ ଶବଟିର ପରିଚୟ ମିଳିପାରିନାହିଁ ଭଦ୍ରକରୁ ପାର୍ଥସାରଥି ପଣ୍ଡାଙ୍କ ସ୍ୱତନ୍ତ୍ର ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ୍