ପୁରା ଖବର ବିଷୟରେ



ଭଦ୍ରକ ଜିଲ୍ଲା ବନ୍ତ ବ୍ଳକ ଅନ୍ତର୍ଗତ ଆଡିଆ ପଞ୍ଚାୟତ ଜୀରିଣା ବରଗଢିଆ ଗ୍ରାମରେ ବାବା ସର୍ବେଶ୍ଵର ମହାଦେବ

Mar 17 2019
ଭଦ୍ରକ : ଭଦ୍ରକ ଜିଲ୍ଲା ବନ୍ତ ବ୍ଳକ ଅନ୍ତର୍ଗତ ଆଡିଆ ପଞ୍ଚାୟତ ଜୀରିଣା ବରଗଢିଆ ଗ୍ରାମରେ ବାବା ସର୍ବେଶ୍ଵର ମହାଦେବ ଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉସ୍ରବ ଆଜି ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ପ୍ରଥମ ଦିନରେ ଆୟୋଜିତ କଳଶ ଶୋଭାଯାତ୍ରା ରେ 21 ଜଣ କଳଶ ଆଣିଥିଲେ 2ୟ ଦିବସରେ ରିତିନିତି ଅନୁଯାଇ ପୂଜାର୍ଚ୍ଚନା କରାଯିବା ସହ ଗୀତାଜ୍ଞାନ ଓ ପ୍ରବଚନ ଆଦି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇ ଥିଲା ଆଜି ନୂତନ ମନ୍ଦିର ରେ ବିଗ୍ରହ ପ୍ରତିଷ୍ଠା ଓ ମହାଯଜ୍ଞ ଆୟୋଜନ କରାଯିବା ପରେ ଅପରାହ୍ନ ରେ ପୂଣ୍ଣାହୂତି ପ୍ରଦାନ କରାଯାଇ ଥିଲା । ବନ୍ତ ରୁ ଜଗନ୍ନାଥ ପଳତାକଂ ରିପୋର୍ଟ "ନୂତନ ଓଡ଼ିଶା"