ପୁରା ଖବର ବିଷୟରେ



ପଦ୍ମ ଧରିଲେ ବରିଷ୍ଠ ନେତା ଦାମ ରାଉତ୍

Mar 17 2019
ବର୍ତ୍ତମାନ ର ବଡ ଖବର ( ପଦ୍ମ ଧରିଲେ ବରିଷ୍ଠ ନେତା ଦାମ ରାଉତ୍ ) ନୂଆଦିଲ୍ଲୀ : ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଅନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହେଲେ ପୂବର୍ତନ ବିଜେଡି ବିଧାୟକ ତଥା ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ୍ । ପାର୍ଥସାରଥି ପଣ୍ଡାଙ୍କ ରିପୋର୍ଟ "ନୂତନ ଓଡ଼ିଶା"