ପୁରା ଖବର ବିଷୟରେ



ଏହିଭଳି ମନ୍ତବ୍ୟ ଦେଇଥିବା ବ୍ୟକ୍ତି ଜଣେ ପେଷାରେ ସାମ୍ବାଦିକ

Mar 17 2019
ଏହିଭଳି ମନ୍ତବ୍ୟ ଦେଇଥିବା ବ୍ୟକ୍ତି ଜଣେ ପେଷାରେ ସାମ୍ବାଦିକ ପୁଣି ଜିଲ୍ଲା ସାମ୍ବାଦିକ କଣ ତାଙ୍କୁଜଣାନାହିଁ ନା ସେ ନିଜକୁ ସର୍ବଶ୍ରେଷ୍ଠ ସେ ଜାହା କହିବେ ସବୁ ଠିକ୍ ଆପଣ ମାନେ କୁହନ୍ତୁ ।ଜିଏ ମା' ଭଉଣୀମାନଙ୍କୁ ସନ୍ମାନ ଦେଇ ଶିକ୍ଷି ନାହାଁନ୍ତି ସେ କେଉଁ ମଣିଷରେ ଗଣା କୁହନ୍ତୁତ କଣ ତାଙ୍କର ମା' ଭଉଣୀ ଅଛନ୍ତି କି ନାହିଁ ? କଣ ଏ ସମାଜରେ ଜେଉଁ ବିଧବା ମା' ଭଉଣୀ ଅଛନ୍ତି ତାକଂ ବିଷୟରେ ଏମିତି ମନ୍ତବ୍ୟ ଦେବା କେତେ ଦୁର୍ ଠିକ୍ ।କଣ ତାକଂ କହିବା ଅନୁସାରେ ଭାରତର ପ୍ରଧାନମନ୍ତ୍ରୀ ମୋଦି ଜୀ ଙ୍କ ମା' ହୁଅନ୍ତୁବା କଂଗ୍ରେସ ଅଧକ୍ଷା ସୋନିଆଗାନ୍ଧୀ ହୁଅନ୍ତୁ ବା ଅନ୍ୟ କେହି ହୁଅନ୍ତୁ ଏମାନେ ଜଣେ ଜଣେତ ବିଧବା ମା' ।ଧିକ୍ ଜେଉଁ ମାନେ ସେ ପୋଷ୍ଟ କୁ ଲାଇକ୍ କରୁଛନ୍ତି ବା ଦେଖି ଚୁପ୍ ରହୁଛନ୍ତି କଣ ସେମାନେ (-?-) କି ?