ପୁରା ଖବର ବିଷୟରେ



ଭଦ୍ରକ : ଭଦ୍ରକ ମେଡିକାଲ ରେ ଏକ ଅଦଭୁତ ଘଟଣା

Mar 17 2019
ଭଦ୍ରକ : ଭଦ୍ରକ ମେଡିକାଲ ରେ ଏକ ଅଦଭୁତ ଘଟଣା ବଞ୍ଚିଥିବା ରୋଗୀ କୁ ମୃତ ଦର୍ଶାଇଲେ କାର୍ଯ୍ୟରତ ଡାକ୍ତର ବାବୁ ,ନିଦ ରେ ଶୋଇଥିବା କାର୍ଯ୍ଯରତ ଡାକ୍ତର ବାବୁଙ୍କ ଏହି କାରନାମା, ରିପୋଟ ଅନୁସାରେ ବଞ୍ଚି ଥିବା ରୋଗୀ ହୋଇଥାନ୍ତା ବ୍ୟବଛେଦ । ପାର୍ଥସାରଥି ପଣ୍ଡାଙ୍କ ରିପୋର୍ଟ "ନୂତନ ଓଡ଼ିଶା"